ସତୀଜୋର ଉପରେ ହେବ ଅତ୍ୟାଧୁନିକ ବ୍ରିଜ : ୪ କୋଟି ୧୦ ଲକ୍ଷ ୭୧ ହଜାର ଟଙ୍କାରେ ନିର୍ମାଣ ହେବ ପ୍ରକଳ୍ପ
ବରଗଡ଼ /ଅତାବିରା : ଦୀର୍ଘ ୨୪ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଅତାବିରା ନିର୍ବାଚନମଣ୍ଡଳୀର ତାଳପଦରଟିକ୍ରା-ଦୁଲମପୁର ରାସ୍ତାର ସତୀଜୋର ନାଳ ଉପରେ ନିର୍ମାଣ ହେବ ଅତ୍ୟାଧୁନିକ ବ୍ରିଜ। ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଅତାବିରା…
